ସିନ୍ଦୂର ପେଡ଼ି Sindūra peṟḍ̠i

  • ଦେ. ବି — ସିନ୍ଦୂର ଫରୁଆ, କଜଳପାତି, ଆରସି, ପାନିଆ, ମହଣ, ଚାନ୍ଦକଳା ଆଦି ସ୍ତ୍ରୀମାନଙ୍କ ପ୍ରସାଧନ— ଦ୍ରବ୍ୟସମ୍ଭାର ରାଖିବା ପାଇଁ ବେତର ବା ବାଉଁଶର ଛୋଟ ପେଡ଼ି — Small fancy boxes for-keeping toilette requisties; toilet box
  • ଦେ. ବି — [ଦ୍ର—ଏହା ପ୍ରତ୍ୟେକ ସଧବାଙ୍କ ସହଚର ଓ ସମ୍ବଳ ଅଟେ।]