ସିନ୍ଦୂର ପାଟି Sindūra pāṭi

  • ଦେ. ବି — ସିନ୍ଦୂରଦ୍ୱାରା ଭ୍ରୂଲତା ଉପରେ କପାଳର ଦୁଇ ପାଖରେ ଟଣା ଯାଇଥିବା ଚଉଡ଼ା ରେଖା ଦ୍ୱୟ — Two broad lines of vermillion painted over the eyebrows