ସିନ୍ଦୂର ଟୋପା ଖେଳ Sindūra ṭopā kheḻā
- ପ୍ରାଦେ. (ଯାଜପୁର) ବି — ବାଳକମାନଙ୍କର ଏକପ୍ରକାର ଖେଳ — A kind of play among the children
- ପ୍ରାଦେ. (ଯାଜପୁର) ବି — [ଦ୍ର—ଏ ଖେଳରେ ଜଣେ ପିଲାର ଆଖି ବୁଜା ହେବା ବେଳେ ତା ମୁଣ୍ଡରେ ଅନ୍ଯ କିଏ ପିଲା ସିନ୍ଦୂର ଟୋପା ମାରେ ତାହା ଉକ୍ତ ବାଳକ ଅନୁମାନ କରି କହେ।]