ସିନ୍ଦିଆଳ Sindiāḻa

  • ଦେ. ବି. (ସଂ. ସନ୍ଧିଳା= ଗାତ) — ଯେଉଁ ଚୋର ସିନ୍ଧିଗାତ ଘରୁ ଚୋରି କରେ — Housebreaker, who breaks into a house by digging a tunnel into a house
  • ଦେ. ବିଣ — ଯେ ସିନ୍ଧି କରି ଚୋରି କରେ — House breaking (person)