ସିନ୍ଦି ମୁହଁକୁ ପେଲି ଦେବା Sindi muhañku peli debā

  • ଦେ. କ୍ରି. (ଲକ୍ଷଣାର୍ଥ) — ଯେଉଁଠାରେ ବିପଦର ଆଶଙ୍କା ଥାଏ, ସେପରି ସ୍ଥାନରେ କୌଣସି ବ୍ଯକ୍ତିକୁ ଉପସ୍ଥାପିତ କରିବା — To push a person to a place of imminent risk
  • ଦେ. କ୍ରି. (ଲକ୍ଷଣାର୍ଥ) — [ଦ୍ର—ଏପରି କହିବାର ତାତ୍ପର୍ଯ୍ୟ ଏହି ଯେ, ଗୃହ ଭିତରେ ଥିବା ବ୍ଯକ୍ତିର ହାବୁଡ଼ରେ ଯେବେ ସିନ୍ଦିମୁହଁରେ ପ୍ରବେଶ କରିବା ବ୍ଯକ୍ତି ପଡ଼ିଯିବ, ତେବେ ତାହାକୁ ଗୃହସ୍ୱାମୀ ମାରି ପକାଇପାରେ ଏବଂ ସେତେବେଳେ ଘରର ବାହାରରେ ଥିବା ସଙ୍ଗୀ ଚୋର ଘର ଭିତରକୁ ପଶିଯାଇ ବିପନ୍ନ ସଙ୍ଗୀକୁ ସାହାଯ୍ୟ କରି ପାରିବେ ନାହିଁ।]