ସିନ୍ଥାଣି Sinthāṇi

  • ଦେ. ବି. (ସଂ. ସୀମନ୍ତ) — ମୁଣ୍ଡ ତଳେ ଦିଆଯିବା ତକିଆ — A pillow for the head
  • ଦେ. ବି. (ସଂ. ସୀମନ୍ତ) — [ଉ— ଦେଖ ମୋହର ମୁଣ୍ଡ ଲମ୍ବୁଛି ତଳକୁ, ସିନ୍ଥାଣ ଖଣ୍ଡେ ଦିଅ ଲଦିବି ତାହାକୁ—କୃଷ୍ଣସିଂହ, ମହାଭାରତ, ଭୀଷ୍ମ।]