ସିନେମେଟୋଗ୍ରାଫ୍ Sinemeṭgrāph
- ବୈଦେ. ବି. (ଇଂ. ସିନେମାଟୋଗ୍ରାଫ୍) — ଯେଉଁ ଯନ୍ତ୍ର ସାହାଯ୍ୟରେ ଚଳଚ୍ଚିତ୍ର ଦେଖାଇ ଦିଆଯାଏ — Cenemetograph
- ବୈଦେ. ବି. (ଇଂ. ସିନେମାଟୋଗ୍ରାଫ୍) — [ଦ୍ର—ଏହା ବର୍ତ୍ତମାନ ଉନ୍ନତ ଆକାର ଧାରଣ କରିଅଛି ଏବଂ ଛାୟାଚିତ୍ର ସାହାଯ୍ୟରେ ପରଦା ଉପରେ ପ୍ରତିଫଳିତ ଜୀବଜନ୍ତୁଙ୍କର ଓ ବ୍ଯକ୍ତିମାନଙ୍କ ଚିତ୍ରମାନ ପ୍ରଦର୍ଶିତ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଧ୍ୱନି ଦର୍ଶକ— ମାନଙ୍କୁ ଶୁଣା ଯାଉଅଛି। ଏହା ବାୟସ୍କୋପ୍ ଓ ଗ୍ରାମୋ— ଫୋନ୍ର ବୈଜ୍ଞାନିକ ସମବାୟ। ସିନେମାର ପ୍ରଦର୍ଶିତ ଜୀବଜନ୍ତୁ ଓ ବ୍ଯକ୍ତିମାନଙ୍କ ଚିତ୍ର ପ୍ରଦର୍ଶନ ସଙ୍ଗେ ସଙ୍ଗେ ସେମାନଙ୍କ ଧ୍ୱନି ଆଦି ଶୁଣାଯିବାର ବ୍ଯବସ୍ଥାକୁ ଟକୀ — (Talkie)ବୋଲାଯାଏ]