ସିନେଟ୍ Sineṭ

  • ବୈଦେ. ବି. (ଇଂ. ସିନେଟ୍) — ପ୍ରାଚୀନ ରୋମ୍ ସାମ୍ରାଜ୍ୟର ଶାସନ ସଭା — The senate of the ancient Roman Empire
  • ବୈଦେ. ବି. (ଇଂ. ସିନେଟ୍) — ଆମେରିକା ଯୁକ୍ତରାଜ୍ୟର ଶାସନ ସଭା — The senate of United States
  • ବୈଦେ. ବି. (ଇଂ. ସିନେଟ୍) — ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହିକା ସଭା — The senate of a University