ସିନିୟାର୍ Siniyār

  • ବୈଦେ. ବିଣ. (ଇଂ. ସିନିଅର୍) — ବୟୋଜ୍ଯେଷ୍ଠ — Senior in age
  • ବୈଦେ. ବିଣ. (ଇଂ. ସିନିଅର୍) — କର୍ମକ୍ଷେତ୍ରରେ ଉଚ୍ଚତର — Senior in position
  • ବୈଦେ. ବି — କର୍ମକ୍ଷେତ୍ରରେ ଉଚ୍ଚତର ସହକର୍ମୀ — A senior colleague
  • ବୈଦେ. ବି — ବୟୋ— ଜ୍ଯେଷ୍ଠ ବ୍ଯକ୍ତି — A person senior in age
  • ବୈଦେ. ବି — ଯେଉଁ ପୁରୁଣା ବୁଢ଼ା ଓକିଲଙ୍କ ନିକଟରେ ନୂଆ ଓକିଲମାନେ କାମ ଶିଖନ୍ତି — A senior pleader