ସିନୀ ବାଳୀ Sinī bāḻī

  • ସଂ. ବି. (ବହୁବ୍ରୀହି; ସିନୀ=ଶ୍ୱେତା ଚନ୍ଦ୍ରକଳା+ ବନ୍ ଧାତୁ=ଧାରଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ.ଈ) — ଦୃଷ୍ଟେନ୍ଦୁକଳା ଅମାବାସ୍ୟା (ଅମର); ପ୍ରତିପଦ୍ ବା ଚତୁର୍ଦଶୀଯୁକ୍ତା ଅମାବାସ୍ୟା; ଯେଉଁ ଅମାବାସ୍ୟାରେ ଚନ୍ଦ୍ର ସାମାନ୍ୟ ମାତ୍ର ଦେଖାଯାଏ — An Amābāsyā day of which a part is Chaturdaṡī or Pratipad
  • ସଂ. ବି. (ବହୁବ୍ରୀହି; ସିନୀ=ଶ୍ୱେତା ଚନ୍ଦ୍ରକଳା+ ବନ୍ ଧାତୁ=ଧାରଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ.ଈ) — ବୈଦିକ ଦେବୀବିଶେଷ — Name of a Vedic Goddess
  • ସଂ. ବି. (ବହୁବ୍ରୀହି; ସିନୀ=ଶ୍ୱେତା ଚନ୍ଦ୍ରକଳା+ ବନ୍ ଧାତୁ=ଧାରଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ.ଈ) — (ଦ୍ର— ଋଗ୍ବେଦରେ ଏ ପ୍ରଶସ୍ତକଟିବିଶିଷ୍ଟା, ସୁନ୍ଦର ଆଙ୍ଗୁଳି— ଭୁଜଯୁକ୍ତା ଓ ଗର୍ଭପ୍ରସବର ଅଧିଷ୍ଠାତ୍ରୀ ବୋଲି ବର୍ଣ୍ଣିତ ହୋଇଅଛନ୍ତି। ଅଥର୍ବବେଦରେ ଏହାଙ୍କୁ ବିଷ୍ଣୁଙ୍କ ପତ୍ନୀ ବୋଲି ବୋଲା ଯାଇଅଛି)
  • ସଂ. ବି. (ବହୁବ୍ରୀହି; ସିନୀ=ଶ୍ୱେତା ଚନ୍ଦ୍ରକଳା+ ବନ୍ ଧାତୁ=ଧାରଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ.ଈ) — ଶୁକ୍ଳପକ୍ଷ ପ୍ରତିପଦା (ବିଶ୍ୱକୋଷ) — The Pratipadā of the bright lunar fortnight
  • ସଂ. ବି. (ବହୁବ୍ରୀହି; ସିନୀ=ଶ୍ୱେତା ଚନ୍ଦ୍ରକଳା+ ବନ୍ ଧାତୁ=ଧାରଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ.ଈ) — ଦୁର୍ଗା (ହି. ଶ) — Durgā
  • ସଂ. ବି. (ବହୁବ୍ରୀହି; ସିନୀ=ଶ୍ୱେତା ଚନ୍ଦ୍ରକଳା+ ବନ୍ ଧାତୁ=ଧାରଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ.ଈ) — ଅଙ୍ଗିରା ଋଷିଙ୍କର ଏକ ପତ୍ନୀ (ହି. ଶ) — Name of a wife of sage Aṅgirā
  • ସଂ. ବି. (ବହୁବ୍ରୀହି; ସିନୀ=ଶ୍ୱେତା ଚନ୍ଦ୍ରକଳା+ ବନ୍ ଧାତୁ=ଧାରଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ.ଈ) — ମାର୍କଣ୍ଡେୟ ପୁରାଣ ବର୍ଣ୍ଣିତ ନଦୀବିଶେଷ (ହି. ଶ) — Name of a mythological river