ସିଧ୍ (ଧାତୁ) Sidh (root)

  • ସଂ — ପାକ କରିବା; ସିଝାଇବା — To boil
  • ସଂ — ରାନ୍ଧିବା — To cook
  • ସଂ — ସମ୍ପାଦନ କରିବା — To accomplish
  • ସଂ — ଗମନ କରିବା — To move