ସିଦ୍ଧୌଘ Siddha̲u̲gha
- ସଂ. ବି. (ସିଦ୍ଧ+ଓଘ=ସମୂହ) — ତନ୍ତ୍ରୋକ୍ତ ଗୁରୁକ୍ରମ- ବିଶେଷ ବା ସଦ୍ ଗୁରୁଗଣ — A succession of preceptors mentioned in the Tantras
- ସଂ. ବି. (ସିଦ୍ଧ+ଓଘ=ସମୂହ) — [ଦ୍ର—ଏମାନଙ୍କର ନାମ-ନାରଦ, କାଶ୍ୟପ, ଶମ୍ଭୁ, ଭାର୍ଗବ, କୁଳକୌଶିକ। ଏମାନେ ସଂଖ୍ୟାରେ ପାଞ୍ଚ ଜଣ।]