ସିଦ୍ଧେଶ୍ୱର Siddheṡwara
- ସଂ. ବି. ପୁଂ — ସିଦ୍ଧିଦାତା ପରମେଶ୍ୱର — God who crowns a person with success
- ସଂ. ବି. ପୁଂ — ଶିବମୂର୍ତ୍ତିଙ୍କର ନାମବିଶେଷ — Name of an image of Ṡiba
- ସଂ. ବି. ପୁଂ — ମହା— ଯୋଗୀ (ହି. ଶ) — A great adept
- ଦେ. ବି. ପୁଂ — ଭୁବନେଶ୍ୱରରେ ପ୍ରତିଷ୍ଠିତ ଶିବଲିଙ୍ଗବିଶେଷ — Name of an image of Ṡiba at Bhubaneṡwara
- ଦେ. ବି. ପୁଂ — [ଦ୍ର—ମନ୍ଦିରରେ ଗୁଡ଼ିଏ ସୂକ୍ଷ୍ମ ପ୍ରସ୍ତରର କାରୁକାର୍ଯ୍ୟ ଲକ୍ଷିତ ହୁଏ।]
- ଦେ. ବି. ପୁଂ — ପୁରୁଷଙ୍କ ନାମ — A name given to males