ସିଦ୍ଧେଶ୍ୱରୀ Siddheṡwarī
- ଦେ. ବି. ସ୍ତ୍ରୀ — ମୁଣ୍ଡମାଳା ତନ୍ତ୍ରଲିଖିତ ମହାବିଦ୍ଯା ବା ଦୁର୍ଗାଙ୍କର ମୂର୍ତ୍ତିବିଶେଷ — Name of an image of Durgā
- ଦେ. ବି. ସ୍ତ୍ରୀ — [ଦ୍ର—ଏ ମନ୍ତ୍ରସିଦ୍ଧି ପ୍ରଦା, ସିଦ୍ଧବିଦ୍ୟାଧରଗଣଯୁତା, ଯୋନିସି ଦା ଓ ଲିଙ୍ଗ— ଶୋଭିତା।] — [ଦ୍ର—ଏ ମନ୍ତ୍ରସିଦ୍ଧି ପ୍ରଦା, ସିଦ୍ଧବିଦ୍ୟାଧରଗଣଯୁତା, ଯୋନିସିଦା ଓ ଲିଙ୍ଗ— ଶୋଭିତା]
- ଦେ. ବି — ଗ୍ରାମଦେବତାବିଶେଷ — Name of a popular village deity
- ଦେ. ବି — ସ୍ତ୍ରୀଙ୍କ ନାମ — A name given females