ସିଦ୍ଧିଦ Siddhida
- ସଂ. ବି. (ସିଦ୍ଧି+ଦା. ଧାତୁ+କର୍ତ୍ତୃ. ଅ) — ବଟୁକ ଭୈରବ — Name of an attendant of Ṡiba
- ସଂ. ବି. (ସିଦ୍ଧି+ଦା. ଧାତୁ+କର୍ତ୍ତୃ. ଅ) — ପୁତ୍ରଂଜୀବ ବୃକ୍ଷ (ହି. ଶ) — The Putraṁjība tree
- ସଂ. ବି. (ସିଦ୍ଧି+ଦା. ଧାତୁ+କର୍ତ୍ତୃ. ଅ) — ବଡ଼ ଶାଳଗଛ (ହି. ଶ) — The big shorea Robusta tree
- ସଂ. ବିଣ. ପୁଂ — ସିଦ୍ଧିଦାତା; ଯେ ସିଦ୍ଧି ବା ସଫଳତା ଦିଏ — Giving or awarding success