ସିଦ୍ଧି ରସ୍ତୁ Siddhirastu
- ସଂ. (ବାକ୍ୟ) (ସଂ. ବାକ୍ୟର ଅର୍ଥ—ସିଦ୍ଧି ଲାଭ ହେଉ) — ବାଳକର ବିଦ୍ୟାରମ୍ଭ କାଳରେ ପିଲାର ମୁଖୋଚ୍ଚାରିତ ଶବ୍ଦ — The word recited by a biginner following the utterance of the Guru when the boy touches the chalk
- ସଂ. (ବାକ୍ୟ) (ସଂ. ବାକ୍ୟର ଅର୍ଥ—ସିଦ୍ଧି ଲାଭ ହେଉ) — [ଦ୍ର—ବାଳକ ପ୍ରଥମେ ବିଦ୍ୟାରମ୍ଭ କଲା ବେଳେ ଗୁରୁ ଭୂମିରେ ତିନୋଟି ମୁଣ୍ଡଳା କାଟି ସେହି ତିନୋଟି ମୁଣ୍ଡଳାରେ ଯଥାକ୍ରମେ ବ୍ରହ୍ମା, ବିଷ୍ଣୁ ଓ ମହେଶଙ୍କୁ କଳ୍ପନା କରି ସେହି ମୁଣ୍ଡଳା ଉପରେ ପିଲାର ହାତରେ ଥିବା ଖଡ଼ିକୁ ପିଲାର ହାତ ସହିତ ବୁଲାଇ ଆଣନ୍ତି ଏବଂ ମୁହଁରେ ଗୁରୁ ଓ ପିଲା ଏହି ବାକ୍ୟ ଉଚ୍ଚାରଣ କରନ୍ତି; ଅର୍ଥାତ୍ 'ହେ ତ୍ରିଦେବ! ମୋର ବିଦ୍ୟାରେ ସିଦ୍ଧି ହେଉ।']
- ସଂ. (ବାକ୍ୟ) (ସଂ. ବାକ୍ୟର ଅର୍ଥ—ସିଦ୍ଧି ଲାଭ ହେଉ) — ଶିଶୁର ବିଦ୍ୟାରମ୍ଭ — The ceremony of an infant's first biginning to write
- ସଂ. (ବାକ୍ୟ) (ସଂ. ବାକ୍ୟର ଅର୍ଥ—ସିଦ୍ଧି ଲାଭ ହେଉ) — କୌଣସି କାର୍ଯ୍ୟକୁ ପ୍ରଥମ ଆରମ୍ଭ — The biginning of any work
- ସଂ. (ବାକ୍ୟ) (ସଂ. ବାକ୍ୟର ଅର୍ଥ—ସିଦ୍ଧି ଲାଭ ହେଉ) — ସିଦ୍ଧି ଲାଭ ହେଉ — Success be attained