ସିଦ୍ଧି ଯୋଗିନୀ Siddhi j̄oginī
- ସଂ. ବି. (ମ. ପ. ଲୋ; ସିଦ୍ଧିପ୍ରିୟା ଯୋଗିନୀ) — ଯୋଗିନୀ ଭେଦ — A class of attendants of Durgā
- ସଂ. ବି. (ମ. ପ. ଲୋ; ସିଦ୍ଧିପ୍ରିୟା ଯୋଗିନୀ) — ଦକ୍ଷପ୍ରଜାପତିଙ୍କର 50 ଜଣ କନ୍ଯା (ଅଗ୍ନିପୁରାଣ) — ଦକ୍ଷପ୍ରଜାପତିଙ୍କର50ଜଣ କନ୍ଯା (ଅଗ୍ନିପୁରାଣ)—. Fifty daughters of Daksha
- ସଂ. ବି. (ମ. ପ. ଲୋ; ସିଦ୍ଧିପ୍ରିୟା ଯୋଗିନୀ) — [ଦ୍ର—ଏହି 50 ଜଣ ସିଦ୍ଧି ଯୋଗିନୀଙ୍କ ନାମ, ଯଥା — [ଦ୍ର—ଏହି50ଜଣ ସିଦ୍ଧି ଯୋଗିନୀଙ୍କ ନାମ, ଯଥା
- ସଂ. ବି. (ମ. ପ. ଲୋ; ସିଦ୍ଧିପ୍ରିୟା ଯୋଗିନୀ) — ସତୀ, ଜ୍ୟୋତି, ସ୍ମୃତି, ସ୍ୱାହା, ଅନସୂୟା, ସ୍ୱଧା, ପ୍ରୀତି, କ୍ଷମା, ସମ୍ବୂତି, ସନ୍ନତି, ଅରୁନ୍ଧତୀ, କୀର୍ତ୍ତି, ଲକ୍ଷ୍ମୀ, ଧୃତି, ମେଧା, ପୁଷ୍ଟି, ଶ୍ରଦ୍ଧା, କ୍ରିୟା, ମତି, ବୁଦ୍ଧି, ଲଜ୍ଜା, ବପୁଃ, ଶାନ୍ତି, ତୁଷ୍ଟି, ସିଦ୍ଧି, ରତି, ଆରତୀ, ବସୁ, ଯାମୀ, ଲନ୍ୱା, ଭାନୁ, ମରୁତ୍ୱତୀ, ସଂକଳ୍ପା, ମୁହୂର୍ତ୍ତା, ସାଧ୍ୟା ବିଶ୍ୱା, ଅଦିତି, ଦିତି, ଦନୂ, କାଳାଦନା, ଆୟୁଷା, ସିଂହିକା, ସୁରସା, କଦ୍ରୁ, ବିନତା, ସୁରଭି, ଶ୍ୱସା, କ୍ରୋଧା, ଇରା, ପ୍ରୋଧା। ଏମାନେ ସର୍ବଲୋକଙ୍କର ମାତା ଅଟନ୍ତି—ବହ୍ନି— ପୁରାଣ, ଗଣଭେଦ ନାମାଧ୍ୟାୟ; ଶବ୍ଦ କଳ୍ପଦ୍ରୁମ।
- ସଂ. ବି. (ମ. ପ. ଲୋ; ସିଦ୍ଧିପ୍ରିୟା ଯୋଗିନୀ) — ମତାନ୍ତର ଏମାନଙ୍କ ନାମ—ସତୀ, ଜ୍ୟୋତି, ସ୍ମୃତି, ସମ୍ବୁତି, ସନ୍ନତି, ଅରୁନ୍ଧତୀ, କୀର୍ତ୍ତି, ଲକ୍ଷ୍ମୀ, ଧୃତି, ମେଧା, ପୁଷ୍ଟି, ଶ୍ରଦ୍ଧା, କ୍ରିୟା, ମତି, ବୁଦ୍ଧି ଲଜ୍ଜା, ବପୁଃ, ଶାନ୍ତି, ତୁଷ୍ଟି, ସିଦ୍ଧି, ରତି, ବସୁ, ଯାମୀ, ଲନ୍ୱା, ଭାନୁ, ମରୁତ୍ୱତୀ, ସଂକଳ୍ପା, ମୁହୂର୍ତ୍ତା, ସାଧ୍ୟା, ବିଶ୍ୱା, ଅଦିତି, ଦିତି, ଦନୁ, କାଳାଦନା, ଆୟୁଷା, ସିଂହିକା, ସୁରସା, କଦ୍ରୁ, ବିନତା, ସୁରଭି, ଶ୍ୱାସା, କ୍ରୋଧା, ଇରା ଓ ପ୍ରୋଧା—ବିଶ୍ୱକୋଷ। କିନ୍ତୁ ଦ୍ୱିତୀୟୋକ୍ତା ଯୋଗିନୀମାନଙ୍କ ସଂଖ୍ୟା 44 ହେଉ ଅଛି।] — ମତାନ୍ତର ଏମାନଙ୍କ ନାମ—ସତୀ, ଜ୍ୟୋତି, ସ୍ମୃତି, ସମ୍ବୁତି, ସନ୍ନତି, ଅରୁନ୍ଧତୀ, କୀର୍ତ୍ତି, ଲକ୍ଷ୍ମୀ, ଧୃତି, ମେଧା, ପୁଷ୍ଟି, ଶ୍ରଦ୍ଧା, କ୍ରିୟା, ମତି, ବୁଦ୍ଧି ଲଜ୍ଜା, ବପୁଃ, ଶାନ୍ତି, ତୁଷ୍ଟି, ସିଦ୍ଧି, ରତି, ବସୁ, ଯାମୀ, ଲନ୍ୱା, ଭାନୁ, ମରୁତ୍ୱତୀ, ସଂକଳ୍ପା, ମୁହୂର୍ତ୍ତା, ସାଧ୍ୟା, ବିଶ୍ୱା, ଅଦିତି, ଦିତି, ଦନୁ, କାଳାଦନା, ଆୟୁଷା, ସିଂହିକା, ସୁରସା, କଦ୍ରୁ, ବିନତା, ସୁରଭି, ଶ୍ୱାସା, କ୍ରୋଧା, ଇରା ଓ ପ୍ରୋଧା—ବିଶ୍ୱକୋଷ କିନ୍ତୁ ଦ୍ୱିତୀୟୋକ୍ତା ଯୋଗିନୀମାନଙ୍କ ସଂଖ୍ୟା44ହେଉ ଅଛି]