ସିଦ୍ଧି ମନ୍ତ Siddhimanta

  • ଦେ. ବିଣ. (ସଂ. ସିଦ୍ଧିମାନ୍) — ଯେ ସିଦ୍ଧିଲାଭ କରିଅଛି — One who has attained success
  • ଦେ. ବିଣ. (ସଂ. ସିଦ୍ଧିମାନ୍) — (ଉ—ପରକୁ କେବେ ନ କରିବ ସନ୍ତପତ, ଏତେକ ଥିଲେ ବାନପ୍ରସ୍ଥେ ସିଦ୍ଧିମନ୍ତ। କୃଷ୍ଣସିଂହ, ମହାଭାରତ, ଆଦି।)