ସିଦ୍ଧାସନ Siddhāsana
- ସଂ. ବି. ( 6 ଷ୍ଠୀ ତତ୍) — ହଠଯୋଗ ସାଧକମାନଙ୍କର ଆସନ ବିଶେଷ — One of the seats assumed by the persons engaged in Haṭhaj̄oga
- ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ମଳଦ୍ୱାର ଓ ମୂତ୍ରଦ୍ୱାରର ମଧ୍ୟସ୍ଥଳରେ ବାମ ଗୋଇଠିକୁ ଓ ଶିଶ୍ନର ଉପରେ ମୂଳରେ ଡାହାଣ ଗୋଇଠିକୁ ଲଗାଇ ପଦ୍ମାସନରେ ବସି ଦୁଇ ଭ୍ରୂର ମଧ୍ୟବିନ୍ଦୁ ପ୍ରତି ଦୃଷ୍ଟି ଦେବାକୁ ସିଦ୍ଧାସନ ବୋଲାଯାଏ-ହି. ଶ।]