ସିଦ୍ଧାରି Siddhāri

  • ସଂ. ବି (ସିଦ୍ଧ+ଅରି) — ମନ୍ତ୍ର ବିଶେଷ (ଶବ୍ଦ କଳ୍ପଦ୍ରୁମ) — Name of some mystic formula
  • ସଂ. ବି (ସିଦ୍ଧ+ଅରି) — [ଦ୍ର— ଏହି ମନ୍ତ୍ର ଜପ କଲେ ନିଜର ବାନ୍ଧବମାନେ ବିନଷ୍ଟ ହୁଅନ୍ତି (ତନ୍ତ୍ରସାର) ଅତଏବ ଏ ମନ୍ତ୍ର ଗ୍ରହଣ କରିବା ଉଚିତ ନୁହେଁ (ବିଶ୍ୱକୋଷ)।]