ସିଦ୍ଧାନ୍ତ Siddhānta
- ସଂ. ବି (ବହୁବ୍ରୀହି; ସିଦ୍ଧ ହୋଇଅଛି ଅନ୍ତ=ଶେଷ ଯାହାର) — ମୀମୀଂସା; ବିଚାରର ଶେଷ ଫଳ; ଉତ୍ତମ— ରୂପେ ବିଚାର ସ୍ଥିର କରାଯିବା ମତ — Final decision; conclusion; conclusion arrived at after due consideration
- ସଂ. ବି (ବହୁବ୍ରୀହି; ସିଦ୍ଧ ହୋଇଅଛି ଅନ୍ତ=ଶେଷ ଯାହାର) — (ନ୍ଯାୟଶାସ୍ତ୍ର) ପୂର୍ବ ପକ୍ଷ ମୀମାଂସାପୂର୍ବକ ସିଦ୍ଧପକ୍ଷ ସ୍ଥାପନ — (Logic) Arriving at a conclusion from predicate or data; logical conclusion
- ସଂ. ବି (ବହୁବ୍ରୀହି; ସିଦ୍ଧ ହୋଇଅଛି ଅନ୍ତ=ଶେଷ ଯାହାର) — ନବବିଧି ପ୍ରାଚୀନ ଜ୍ୟୋତିର୍ଗ୍ରନ୍ଥବିଶେଷ — Name of nine old Hindu astronomical treatises or systems
- ସଂ. ବି (ବହୁବ୍ରୀହି; ସିଦ୍ଧ ହୋଇଅଛି ଅନ୍ତ=ଶେଷ ଯାହାର) — [ଦ୍ର—ନବସିଦ୍ଧାନ୍ତର ନାମ, ଯଥା—ବ୍ରହ୍ମସିଦ୍ଧାନ୍ତ, ସୂର୍ଯ୍ୟସିଦ୍ଧାନ୍ତ, ସୋମସିଦ୍ଧାନ୍ତ, ବୃହସ୍ପତିସିଦ୍ଧାନ୍ତ, ଗର୍ଗସିଦ୍ଧାନ୍ତ, ନାରଦସିଦ୍ଧାନ୍ତ, ପରାଶରି ସିଦ୍ଧାନ୍ତ, ପୁଲସ୍ତ୍ୟସିଦ୍ଧାନ୍ତ ଓ ବଶିଷ୍ଠସିଦ୍ଧାନ୍ତ।
- ସଂ. ବି (ବହୁବ୍ରୀହି; ସିଦ୍ଧ ହୋଇଅଛି ଅନ୍ତ=ଶେଷ ଯାହାର) — ହିନ୍ଦୁ ଜ୍ୟୋତିଷରେ 18 ଟି ସିଦ୍ଧାନ୍ତ ଗ୍ରନ୍ଥ ଅଛି। ଯଥା— 1 ସୂର୍ଯ୍ୟ, 2 ବ୍ରହ୍ମା, 3 ବ୍ୟାସ, 4 ବଶିଷ୍ଠ, 5 ଅତ୍ରି, 6 ପରାଶର, 7 କଶ୍ୟପ, 8 ନାରଦ, 9 ଗର୍ଗ, 10 ମରୀଚି, 11 ମନୁ, 12 ଅଙ୍ଗିରା, 13 ଲୋମଶ ବା ରୋମକ, 14 ପୌଲିଶ, 15 ଚ୍ୟବନ, 16 ଯବନ, 17 ଭୃଗୁ, 18 ଶୌନକ।] — ହିନ୍ଦୁ ଜ୍ୟୋତିଷରେ18ଟି ସିଦ୍ଧାନ୍ତ ଗ୍ରନ୍ଥ ଅଛି ଯଥା—1ସୂର୍ଯ୍ୟ,2ବ୍ରହ୍ମା,3ବ୍ୟାସ,4ବଶିଷ୍ଠ,5ଅତ୍ରି,6ପରାଶର,7କଶ୍ୟପ,8ନାରଦ,9ଗର୍ଗ,10ମରୀଚି,11ମନୁ,12ଅଙ୍ଗିରା,13ଲୋମଶ ବା ରୋମକ,14ପୌଲିଶ,15ଚ୍ୟବନ,16ଯବନ,17ଭୃଗୁ,18ଶୌନକ]
- ସଂ. ବି (ବହୁବ୍ରୀହି; ସିଦ୍ଧ ହୋଇଅଛି ଅନ୍ତ=ଶେଷ ଯାହାର) — (ନ୍ଯାୟଶାସ୍ତ୍ର, ଗୌତମ ସୂତ୍ର) ତନ୍ତ୍ରାଧିକରଣାଭ୍ୟୃପଗମ ସଂସ୍ଥିତି — Settled doctrine in philosophy
- ସଂ. ବି (ବହୁବ୍ରୀହି; ସିଦ୍ଧ ହୋଇଅଛି ଅନ୍ତ=ଶେଷ ଯାହାର) — [ଦ୍ର—ନ୍ଯାୟଶାସ୍ତ୍ର ଅନୁସାରେ ସିଦ୍ଧାନ୍ତ 4 ପ୍ରକାର ଯଥା — [ଦ୍ର—ନ୍ଯାୟଶାସ୍ତ୍ର ଅନୁସାରେ ସିଦ୍ଧାନ୍ତ4ପ୍ରକାର ଯଥା
- ସଂ. ବି (ବହୁବ୍ରୀହି; ସିଦ୍ଧ ହୋଇଅଛି ଅନ୍ତ=ଶେଷ ଯାହାର) — ସର୍ବତନ୍ତ୍ର ସିଦ୍ଧାନ୍ତ—ସବୁ ସମ୍ପ୍ରଦାୟର ପଣ୍ଡିତ— ମାନଙ୍କଦ୍ୱାରା ସମ୍ମତ ବା ସର୍ବସମ୍ମତ ସିଦ୍ଧାନ୍ତ।
- ସଂ. ବି (ବହୁବ୍ରୀହି; ସିଦ୍ଧ ହୋଇଅଛି ଅନ୍ତ=ଶେଷ ଯାହାର) — ପ୍ରତିତନ୍ତ୍ର ସିଦ୍ଧାନ୍ତ—କେତେକ ଶାଖାର ଦାର୍ଶନିକଙ୍କଦ୍ୱାରା ସ୍ୱୀକୃତ ଓ ଅନ୍ଯ ଶାଖାମାନଙ୍କଦ୍ୱାରା ଅସ୍ୱୀକୃତ ସିଦ୍ଧାନ୍ତ।
- ସଂ. ବି (ବହୁବ୍ରୀହି; ସିଦ୍ଧ ହୋଇଅଛି ଅନ୍ତ=ଶେଷ ଯାହାର) — ଅଧିକରଣ ସିଦ୍ଧାନ୍ତ—ଯେଉଁ ସିଦ୍ଧାନ୍ତକୁ ମାନିଲେ ତହିଁର ଆନୁସଙ୍ଗିକ ଅନ୍ଯ ସିଦ୍ଧାନ୍ତକୁ ମାନିବାକୁ ହୁଏ।
- ସଂ. ବି (ବହୁବ୍ରୀହି; ସିଦ୍ଧ ହୋଇଅଛି ଅନ୍ତ=ଶେଷ ଯାହାର) — ଅଭ୍ୟପଗମ ସିଦ୍ଧାନ୍ତ—ଯେଉଁ ସିଦ୍ଧାନ୍ତକୁ ସ୍ପଷ୍ଟରୂପେ ସ୍ୱୀକାର କରାଯାଏ ନାହିଁ, କିନ୍ତୁ ସବୁ ଅବସ୍ଥା ବିଚାର କଲେ ତାହା ପ୍ରକଟ ହୁଏ—ହି. ଶ।]
- ସଂ. ବି (ବହୁବ୍ରୀହି; ସିଦ୍ଧ ହୋଇଅଛି ଅନ୍ତ=ଶେଷ ଯାହାର) — ସମ୍ମତ (ହି. ଶ) — Approval