ସିଦ୍ଧାନ୍ତ କୌମୁଦୀ Siddhānta ka̲u̲mudī

  • ସଂ. ବି — ପ୍ରସିଦ୍ଧ ସଂସ୍କୃତ ବ୍ୟାକରଣ ଗ୍ରନ୍ଥ — A famous sanskrit grammar
  • ସଂ. ବି — [ଦ୍ର—ସିଦ୍ଧାନ୍ତ କୌମୁଦୀର ସୂତ୍ରମାନ ସଙ୍କଳିତ ହୋଇ ଲଘୁ ସିଦ୍ଧାନ୍ତ କୌମୁଦୀ ନାମରେ ଖଣ୍ଡିଏ କ୍ଷୁଦ୍ରତର ଗ୍ରନ୍ଥ ହୋଇଅଛି।]