ସିଦ୍ଧକ Siddhaka

  • ସଂ. ବି (ସିଦ୍ଧ+କ) — ସିନ୍ଦୁବାର; ବେଗୁନିଆ (ରାଜ— ନିର୍ଘଣ୍ଟ) — Vitex integrifolia (tree)
  • ସଂ. ବି (ସିଦ୍ଧ+କ) — ଶାଳ (ରାଜନିର୍ଘଣ୍ଟ) — The Ṡāḻa tree