ସିଦ୍ଧ ସାଧିତ Siddha sādhita

  • ସଂ. ବିଣ. ପୁଂ — ଯେଉଁ ଚିକିତ୍ସକ ବ୍ଯବହାର ଦ୍ୱାରା (ଶାସ୍ତ୍ର ଅଧ୍ୟୟନ ଦ୍ୱାରା ନୁହେଁ) ଚିକିତ୍ସା— ବିଦ୍ୟାରେ ନିପୁଣତା ଲାଭ କରିଅଛନ୍ତି (ହି. ଶ) — (a physician) Who has become an expert by practice (and not by the study of books)