ସିଦ୍ଧ ବୁଟୀ Siddha buṭī

  • ଦେ. ବି (ସଂ. ସିଦ୍ଧ+ବୁଟୀ) — ସିଦ୍ଧ ଯୋଗୀମାନଙ୍କ ବ୍ଯବସ୍ଥିତ ରୋଗମାନଙ୍କ ଅବ୍ୟର୍ଥ ମହୌଷଧ — Never-failing medicine prescribed by saints for diseases
  • ଦେ. ବି (ସଂ. ସିଦ୍ଧ+ବୁଟୀ) — [ଦ୍ର—ଏହିପରି ସିଦ୍ଧମଲମ, ସିଦ୍ଧବଟିକା ଆଦି ଶବ୍ଦର ବ୍ଯବହାର ହୁଏ।]