ସିଦ୍ଧ ପୁଷ୍ପ Siddha pushpa

  • ସଂ. ବି — କରବୀର ବୃକ୍ଷ (ରାଜନିର୍ଘଣ୍ଟ) — The Oleander
  • ସଂ. ବି — [ଦ୍ର—ଏହା ସିଦ୍ଧମାନଙ୍କ ପ୍ରିୟ ପୁଷ୍ପ ଓ ଯନ୍ତ୍ରସିଦ୍ଧି ପାଇଁ ପ୍ରଯୁକ୍ତ ହୁଏ—ହି. ଶ।]