ସିତୋପଳ Sitopaḻa

  • ସଂ ବି (ସିତ+ଉପଳ) — କଠିନୀ; ଖଡ଼ି (ତ୍ରିକାଣ୍ଡ— ଶେଷ) — Chalk
  • ସଂ ବି (ସିତ+ଉପଳ) — ସ୍ଫଟିକ (ରାଜନିର୍ଘଣ୍ଟ) — Quartz