ସିତୋଦ୍ଭବ Sitodbhaba

  • ସଂ. ବି — ଶ୍ୱେତ ଚନ୍ଦନ (ଶବ୍ଦରତ୍ନାବଳୀ) — The white sandal
  • ସଂ. ବିଣ — ଶର୍କରାରୁ ଜାତ — Produced from sugar