ସିତସପ୍ତି Sita sapti

  • ସଂ. ବି. (ସିତ=ଶୁକ୍ଳ ଅଟେ ସପ୍ତି=ଅଶ୍ୱ ଯାହାର; ବହୁବ୍ରୀହି) — ମଧ୍ୟମ ପାଣ୍ଡବ ଅର୍ଜ୍ଜୁନ — The third Pāṇḍaba brother Arjjuna
  • ସଂ. ବି. (ସିତ=ଶୁକ୍ଳ ଅଟେ ସପ୍ତି=ଅଶ୍ୱ ଯାହାର; ବହୁବ୍ରୀହି) — [କର୍ମଧା] ଶ୍ୱେତ ଅଶ୍ୱ — White horse