ସିତପୁଷ୍ପୀ Sita pushpī
- ସଂ. ବି — ଶ୍ୱେତାପରାଜିତା (ରାଜନିର୍ଘଣ୍ଟ) — The white variety of Clitoris flowers
- ସଂ. ବି — କୈବର୍ତ୍ତମୁସ୍ତକ (ହି. ଶ) — A variety of bulbous rooted grass
- ସଂ. ବି — କାଶତୃଣ (ହି. ଶ) — The Kāsa grass
- ସଂ. ବି — ନାଗବଲ୍ଲୀ; ପାନ (ହି. ଶ) — The piper betel (creeper)