ସିତଚ୍ଛଦ Sitachchhada

  • ସଂ. ବି. (ବହୁବ୍ରୀହି; ସିତ=ଶୁକ୍ଲ ଅଟେ ଚ୍ଛଦ=ପକ୍ଷ ଯାହାର) — ରାଜ ହଂସ (ହେମଚନ୍ଦ୍ର) — Swan
  • ସଂ. ବି. (ବହୁବ୍ରୀହି; ସିତ=ଶୁକ୍ଲ ଅଟେ ଚ୍ଛଦ=ପକ୍ଷ ଯାହାର) — ହଂସ — Drake
  • ସଂ. ବି. (ବହୁବ୍ରୀହି; ସିତ=ଶୁକ୍ଲ ଅଟେ ଚ୍ଛଦ=ପକ୍ଷ ଯାହାର) — ରକ୍ତ ଶୋଭାଞ୍ଜନ (ହି. ଶ) — The red flowered variety of Moringa tree