ସିତ ରୁଚି Sita ruchi

  • ସଂ. ବି. (ବହୁବ୍ରୀହି, ସିତ ଶୁକ୍ଳ ବର୍ଣ୍ଣ+ରୁଚି=କିରଣ) — ଚନ୍ଦ୍ର — The moon
  • ସଂ. ବି. (ବହୁବ୍ରୀହି, ସିତ ଶୁକ୍ଳ ବର୍ଣ୍ଣ+ରୁଚି=କିରଣ) — [ଉ—ପବନଙ୍କରେ ମୋର ନାମଟି ମରୀଚି, ନକ୍ଷତ୍ରରେ ମୁହଁ ବୋଲାଏଁ ସିତରୁଚି।—କୃଷ୍ଣସିଂହ, ମହାଭାରତ, ଭୀଷ୍ମ।]