ସିତ ରଶ୍ମି Sita raṡmi

  • ସଂ. ବି. (ବହୁବ୍ରୀହି; ଶିତ ଅଟେ ରଶ୍ମି ଯାହାର) — ଚନ୍ଦ୍ର — The moon
  • ସଂ. ବି. (ବହୁବ୍ରୀହି; ଶିତ ଅଟେ ରଶ୍ମି ଯାହାର) — କର୍ପୂର — Camphor