ସିତ ପୁଷ୍ପ Sita pushpa
- ସଂ. ବି — କୈବର୍ତ୍ତ ମୁସ୍ତକ; କେଉଟିଆ ମୁଥା (ଜଟା— ଧର) — A large-bulbed variety of grass root
- ସଂ. ବି — ତଗର ବୃକ୍ଷ (ଶବ୍ଦରତ୍ନୀ— ବଳୀ) — A white-flowering plant
- ସଂ. ବି — ଶ୍ୱେତ ରୋହିତ; ଶ୍ୱେତ ସୁଆମ ଗଛ (ରାଜନିର୍ଘଣ୍ଟ) — A white variety of the Suāma (a timber tree)
- ସଂ. ବି — କାଶ (ରାଜନିର୍ଘଣ୍ଟ) — A white flowered reed
- ସଂ. ବି — ଏକ ପ୍ରକାର ଆଖୁ (ହି. ଶ) — A kind of sugarcane
- ସଂ. ବି — ଶିରିଷ ଗଛ (ହି. ଶ) — Albizza Lebbek (tree)
- ସଂ. ବି — ପିଣ୍ଡ ଖର୍ଜୂର (ହି. ଶ) — A kind of white date (palm)