ସିତ ପାଟଳା Sita pāṭaḻā

  • ସଂ. ବି — ଶ୍ୱେତପାଟଳି ଗଛ; ଶୁକ୍ଳ ପାଟଳା ବୃକ୍ଷ; ଶୁକ୍ଳ ପୁଷ୍ପଯୁକ୍ତ ପାଟଳି ଗଛ — The white-flowered variety of Pāṭaḻi tree
  • ସଂ. ବି — [ଦ୍ର—ତିକ୍ତତ୍ୱ, ଗୁରୁତ୍ୱ, ଉଷ୍ଣତ୍ୱ, ବାତହିକ୍କା, କଫ, ଶ୍ରମ, ଶୋଥନାଶକତ୍ୱ ଏହାର ଗୁଣ ଅଟେ।]