ସିତ ପକ୍ଷ Sita paksha

  • ସଂ. ବି — (କର୍ମଧା) ଶୁକ୍ଳ ପକ୍ଷ — The bright fortnight of the lunar month
  • ସଂ. ବି — (ବହୁବ୍ରୀହି) ରାଜହଂସ (ଶବ୍ଦରତ୍ନାବଳୀ) — The swan