ସିଞ୍ଚିବା Sin̄chibā
- ଦେ. କ୍ରି. (ସଂ. ସିଚ୍ ଧାତୁ) — ସିଞ୍ଚିବା; ସେଚନ କରିବା — To sprinkle
- ଦେ. କ୍ରି. (ସଂ. ସିଚ୍ ଧାତୁ) — [ଉ—ଆତ୍ମାର ଉନ୍ନତି ବାଞ୍ଛ ଗୋ; ବିଷ୍ଣୁ ପ୍ରେମମଞ୍ଜ ପୋତିଶ ହୃଦରେ ଭକ୍ତିବାରି ତହିଁ ସିଞ୍ଚ ଗୋ—ବାଳକୃଷ୍ଣ, ଫୁଲ ବଉଳ— ବେଣୀ।]
- ଦେ. କ୍ରି. (ସଂ. ସିଚ୍ ଧାତୁ) — ଜଳାର୍ଦ୍ର କରିବା — To moisten
- ଦେ. କ୍ରି. (ସଂ. ସିଚ୍ ଧାତୁ) — [ଉ—ଯୁଧିଷ୍ଠିର ଶୋକ ଅଜ୍ଞାନ ନାଶିବାକୁ, ସିଞ୍ଚିଲେ ବୃହଦଶ୍ୱ ବାଣୀ ଅମୃତକୁ—କୃଷ୍ଣସିଂହ, ମହା— ଭାରତ, ବନ।]