ସିଙ୍ଘଡ଼ା (ଇତ୍ୟାଦି) Siṅghaṟḍ̠ā (etc)

  • ଦେ. ବି — ଶିଂଗଡ଼ା ଇତ୍ୟାଦି (ଦେଖ) — Siṁgaṟḍ̠ā etc. (See)
  • ଦେ. ବି — ତାଳଚେରର ନଦୀ ବିଶେଷ — Name of a river in the Talcher State of Orissa
  • ଦେ. ବି — (ଉ—ସିଙ୍ଗଡ଼ା ତଟିନୀ ଧୌତ ଅଙ୍ଗାର ପ୍ରାନ୍ତରେ। ରାଧାନାଥ, ମହାଯାତ୍ରା।)