ସିଙ୍ଘି ମାରିବା

  • ଦେ. ବି — (ସିଙ୍ଗିମାଛ) ଗାଲିସିର ବିଷାକ୍ତ କଣ୍ଟାଦ୍ୱାରା ମାଛଧରାଳିର ଦେହର କୌଣସି ଅଂଶକୁ ବିଦ୍ଧ କରିବା।
  • ଦେ. ବି — [ଦ୍ର—ଏହି କଣ୍ଟା ଯେଉଁ ସ୍ଥାନରେ ବିଦ୍ଧ ହୁଏ ସେଠାରେ ଅତ୍ୟନ୍ତ ଯନ୍ତ୍ରଣା ହୁଏ।]