ସିଙ୍ଗି ମାରିବା ପରି ହେବା

  • ଦେ. ବି — ଅତ୍ୟନ୍ତ ଥଣ୍ଡା ହେତୁ ହାଡ଼ ଗୋଡ଼ ଆଦିରେ ସିଙ୍ଗିମାଛ ମାରିବା ପରି ଯନ୍ତ୍ରଣା ବୋଧ ହେବା; 2 । ଅତି ଅସ୍ଥିର ହେବା। — ଅତ୍ୟନ୍ତ ଥଣ୍ଡା ହେତୁ ହାଡ଼ ଗୋଡ଼ ଆଦିରେ ସିଙ୍ଗିମାଛ ମାରିବା ପରି ଯନ୍ତ୍ରଣା ବୋଧ ହେବା;2 ଅତି ଅସ୍ଥିର ହେବା