ସିଗ୍ନାଲର୍ Signālar

  • ବୈଦେ. ବି. (ଇଂ. ସିଗ୍ନାଲର୍) — ସଙ୍କେତଦାତା; ଯେ ସଙ୍କେତ ଦିଏ — Signaller
  • ବୈଦେ. ବି. (ଇଂ. ସିଗ୍ନାଲର୍) — ରେଳ ଗାଡ଼ିର ସିଗନାଲ୍ ଦେଖାଇବା ଭାର ଯେଉଁ କର୍ମଚାରୀ ବା ଭୃତ୍ୟ ଉପରେ ଥାଏ — Signal man
  • ବୈଦେ. ବି. (ଇଂ. ସିଗ୍ନାଲର୍) — ଟେଲିଗ୍ରାଫ କଳ ଚଳାଇବା କର୍ମଚାରୀ — The operator of a Telegraph Office