ସିଖେନ୍ ବଛା Sikhen bachhā
- ପ୍ରାଦେ. (ଖଡ଼ିଆଳ) ବି — ମଣ ହେଉଥିବା ଦାମୁଡ଼ି — A young ox which is being trained to draw plough or cart
- ପ୍ରାଦେ. (ଖଡ଼ିଆଳ) ବି — [ଦ୍ର—ଜନ୍ମଠାରୁ 3/4 ମାସ ଯାଏ ବାଛୁରୀକୁ ଲୁଇ ବଛା, ଦୁଧ ପିଉଥିବା ଯାଏ—ପିଆବଛା, ଦୁଧ ଛାଡ଼ିବା ପରେ—ଛଡ଼ା ବଛା; ମଣ ହେଉଥିବା ସମୟରେ ସିକେନ୍ ବଛା, ମଣ ହେବାର ଏକ ବର୍ଷ ପରେ ବାହିଁବଛା ତତ୍ପରେ ବଳଦ କହନ୍ତି।] — [ଦ୍ର—ଜନ୍ମଠାରୁ3/4ମାସ ଯାଏ ବାଛୁରୀକୁ ଲୁଇ ବଛା, ଦୁଧ ପିଉଥିବା ଯାଏ—ପିଆବଛା, ଦୁଧ ଛାଡ଼ିବା ପରେ—ଛଡ଼ା ବଛା; ମଣ ହେଉଥିବା ସମୟରେ ସିକେନ୍ ବଛା, ମଣ ହେବାର ଏକ ବର୍ଷ ପରେ ବାହିଁବଛା ତତ୍ପରେ ବଳଦ କହନ୍ତି]