ସିକ୍ମୀ ଗଉନ୍ତିଆ Sik-mī gauntiā

  • ପ୍ରାଦେ. [ସମ୍ବଲପୁର] ବି — ଗଉନ୍ତିଆ ଥିବା ଗ୍ରାମର ନିମ୍ନତର ସ୍ୱତ୍ୱାଧିକାରୀ ବ୍ଯକ୍ତି (ସମ୍ବଲପୁର ମାନ୍ୱାଲ୍— 1928 ) — ଗଉନ୍ତିଆ ଥିବା ଗ୍ରାମର ନିମ୍ନତର ସ୍ୱତ୍ୱାଧିକାରୀ ବ୍ଯକ୍ତି (ସମ୍ବଲପୁର ମାନ୍ୱାଲ୍—1928)—Sub proprietor of lands in a gaontiali village