ସିକ୍ତ Sikta

  • ସଂ. ବିଣ. (ସିଚ୍ ଧାତୁ=ଛିଞ୍ଚିବା+କର୍ମ. ତ) — ପାଣି ଛିଞ୍ଚା ଯାଇଥିବା — Sprinkled with water
  • ସଂ. ବିଣ. (ସିଚ୍ ଧାତୁ=ଛିଞ୍ଚିବା+କର୍ମ. ତ) — ଆର୍ଦ୍ରୀକୃତ — Moistened