ସିକ୍କା Sikkā

  • ବୈଦେ ବି. (ଆ. ସିକ୍କା=ମୁଦ୍ରା; ମୋହର; ଛାପ) — ମୋଗଲ ବାଦଶାହାଙ୍କ ଅମଳରେ ଭାରତରେ ଚଳୁଥିବା ରୌପ ମୁଦ୍ରା; ଗେଡ଼ି ଟଙ୍କା (ଏହା ଆକାରରେ ଆଧୁନିକ ଟଙ୍କାଠାରୁ ଛୋଟ, କିନ୍ତୁ ଓଜନରେ ବେଶୀ ଏବଂ ଏଥିରେ ଆଧୁନିକ ଟଙ୍କା ଅପେକ୍ଷା ଖାଦ କମ ଥିଲା) — Silver coin current in India during the Moghul reign
  • ବୈଦେ ବି. (ଆ. ସିକ୍କା=ମୁଦ୍ରା; ମୋହର; ଛାପ) — [ଦ୍ର— 1803 ମସିହାରେ ବ୍ରିଟିଶ୍ ରାଜତ୍ୱ ଆରାମ୍ଭ ହେବାରୁ ସିକ୍କା ଏକ ଟଙ୍କାର ମୂଲ୍ୟ 4 କାହାଣ କଉଡ଼ି ସ୍ଥିର ହେଲା। ରାଧାନାଥ, ପ୍ରାଚୀନ ଉତ୍କଳ— 100 ସିକ୍କା ଟଙ୍କା=ଆଧୁନିକ ଟ 106 ୲୶ 6 ୴ ପାହି।] — [ଦ୍ର—1803ମସିହାରେ ବ୍ରିଟିଶ୍ ରାଜତ୍ୱ ଆରାମ୍ଭ ହେବାରୁ ସିକ୍କା ଏକ ଟଙ୍କାର ମୂଲ୍ୟ4କାହାଣ କଉଡ଼ି ସ୍ଥିର ହେଲା ରାଧାନାଥ, ପ୍ରାଚୀନ ଉତ୍କଳ—100ସିକ୍କା ଟଙ୍କା=ଆଧୁନିକ ଟ106୲୶6୴ ପାହି]