ସିକାସ୍ତ Sikāsta
- ବୈଦେ. ବି (ଫା. ସିକସ୍ତ୍=ଦୁର୍ଦଶାଗ୍ରସ୍ତ)—(ତୁଳ ସଂ. ଶୁଷ୍କ) କ୍ଷତି — Damage
- ବୈଦେ. ବି (ଫା. ସିକସ୍ତ୍=ଦୁର୍ଦଶାଗ୍ରସ୍ତ)—(ତୁଳ ସଂ. ଶୁଷ୍କ) ବିନାଶ — Destruction
- ବୈଦେ. ବି (ଫା. ସିକସ୍ତ୍=ଦୁର୍ଦଶାଗ୍ରସ୍ତ)—(ତୁଳ ସଂ. ଶୁଷ୍କ) ଭଙ୍ଗ — Breaking
- ବୈଦେ. ବି (ଫା. ସିକସ୍ତ୍=ଦୁର୍ଦଶାଗ୍ରସ୍ତ)—(ତୁଳ ସଂ. ଶୁଷ୍କ) କ୍ଲାନ୍ତି — Wearness
- ବୈଦେ. ବିଣ — କ୍ଷତିଗ୍ରସ୍ତ — Damaged
- ବୈଦେ. ବିଣ — ଭଗ୍ନ — Broken
- ବୈଦେ. ବିଣ — ବିନଷ୍ଟ — Destroyed
- ବୈଦେ. ବିଣ — ଶୁଷ୍କ — Dried up; withered
- ବୈଦେ. ବିଣ — ଦୁରବସ୍ଥାପ୍ରାପ୍ତ — Reduced to bad or wretched condition
- ବୈଦେ. ବିଣ — କ୍ଲାନ୍ତ; ଶ୍ରାନ୍ତ — Pulled down; fatigued
- ବୈଦେ. ବିଣ — ବିମର୍ଷ — Sorrowfult
- ବୈଦେ. ବିଣ — ଜୀର୍ଣ୍ଣଶୀର୍ଣ୍ଣ — Emaciated; lean