ସିକସ୍ତି Sikasti

  • ବୈଦେ. ବି. (ଫା) — କ୍ଷତିଗ୍ରସ୍ତ ଅବସ୍ଥା — Damaged condition
  • ବୈଦେ. ବି. (ଫା) — ଦୁର୍ଦଶା— ଗ୍ରସ୍ତ ଅବସ୍ଥା — Wretched state
  • ବୈଦେ. ବିଣ. କ୍ଷତିଗ୍ରସ୍ତ; ବିନଷ୍ଟ — Damaged; ruined
  • ବୈଦେ. ବିଣ. କ୍ଲାନ୍ତ — Pulled down; fatigued; wearied
  • ବୈଦେ. ବିଣ. ବିମର୍ଷ — Sorrowful
  • ବୈଦେ. ବିଣ. ଦୁରବସ୍ଥା ପ୍ରାପ୍ତ — Reduced to wretched condition