ସିକତାମୟ Sikatāmaya

  • ସଂ. ବିଣ — ବାଲୁକାମୟ — Sandy
  • ସଂ. ବି — ବାଲୁକାମୟ ତଟ — Sandy bank
  • ସଂ. ବି — ଯେଉଁ ଦ୍ୱୀପର ଉପକୂଳ କେବଳ ବାଲୁକାପୂର୍ଣ୍ଣ — An island with sandy shore