ସିକଞ୍ଜା Sikan̄jā

  • ବୈଦେ. ବି (ଫା) — ବନ୍ଧା ବହି ଉପରେ ଚାପ ଦେବାର ଯନ୍ତ୍ର ବିଶେଷ — An instrument used to press bound books
  • ବୈଦେ. ବି (ଫା) — [ଦ୍ର— ଏହା ସାହାଯ୍ୟରେ ବହିର ଦାଢ଼ ମଧ୍ୟ କଟା ହୁଏ। ଆଗେ ଓଡ଼ିଶାରେ ବହି କାଟିବା କାର୍ଯ୍ୟ ଏହାରି ଦ୍ୱାରା ସବୁ ପ୍ରେସରେ ହେଉଥିଲା। ମାତ୍ର ଏବେ କଳ — (cutting machine)ର ସୂକ୍ଷ୍ମ କଟାକାର୍ଯ୍ୟ ସିକଞ୍ଜାର ବ୍ଯବହାରକୁ ପ୍ରାୟଶଃ ଉଠାଇ ଦେଲାଣି]