ସିଉକି ଦୋଓଣି Siuki dooṇi

  • ଦେ. ବି (ସହଚର) — ଚାରି ଅଣା ମୂଲ୍ୟର ଓ ଦୁଇ ଅଣା ମୂଲ୍ୟର ମୁଦ୍ରାଚୟ — Four anna bits and two anna bits
  • ଦେ. ବି (ସହଚର) — [ଦ୍ର—ଏହିପରି ସିଉକି ଅଣି, ସିଉକି ଅଧୁଲି, ଆଦି ଶବ୍ଦର ପ୍ରଯୋଗ ହୁଏ।]